ରାଜ୍ୟରେ ଜାରି ରହିବ ଶୀତ ଲହରି
Meanwhile, a cold wave will continue across the state. The Regional Meteorological Centre has informed that there will be no major change in weather conditions for the next seven days. There is a possibility that the intensity of cold will increase in the state from December 25. Over the last 24 hours, the minimum temperature in some places of northern coastal Odisha districts has dropped by around 2 degrees Celsius compared to normal.
ରାଜ୍ୟରେ ଜାରି ରହିବ ଶୀତ ଲହରି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଡିସେମ୍ବର ୨୫ରୁ ରାଜ୍ୟରେ ଶୀତର ପ୍ରକୋପ ଵୃଦ୍ଧି ହେବାର ରହିଛି ସମ୍ଭାବନା । ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଜିଲାଗୁଡିକର କିଛି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୨ଡିଗ୍ରୀ ହ୍ରାସ ପାଇଛି ସର୍ବନିମ୍ନ ତାପମାତ୍ରା ।
What's Your Reaction?