ବାଂଲାଦେଶରେ ହିଂସା ନେଇ ମଧ୍ୟବର୍ତ୍ତୀ ସରକାରଙ୍କୁ ଦାୟୀ କରିଛନ୍ତି ଶେଖ୍ ହସିନା

Former Prime Minister Sheikh Hasina has held the interim government responsible for the violence in Bangladesh. She alleged that the interim government has failed to maintain law and order in the country. Following the killing of student leader Sharif Osman Hadi, his supporters have triggered widespread violence across Bangladesh in protest. Large-scale vandalism and arson have been reported. As the authorities have failed to bring the violence under control, protesters have reportedly targeted Hindus. The Indian High Commission has also come under attack. The violence has been strongly condemned by Rashtriya Swayamsevak Sangh (RSS) chief Mohan Bhagwat as well. Mohan Bhagwat has appealed to Hindus living in Bangladesh to remain united and maintain solidarity.

Dec 22, 2025 - 17:44
 0  1
ବାଂଲାଦେଶରେ ହିଂସା ନେଇ ମଧ୍ୟବର୍ତ୍ତୀ ସରକାରଙ୍କୁ ଦାୟୀ କରିଛନ୍ତି ଶେଖ୍ ହସିନା

ବାଂଲାଦେଶରେ ହିଂସା ନେଇ ମଧ୍ୟବର୍ତ୍ତୀ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ମଧ୍ୟବର୍ତ୍ତୀ ସରକାର ଦେଶରେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିବା ସେ କରିଛନ୍ତି ଅଭିଯୋଗ । ବାଂଲାଦେଶରେ ଛାତ୍ରନେତା ସରିଫ୍ ଓସମାନ ହାଦିଙ୍କୁ ହତ୍ୟାର ପ୍ରତିବାଦରେ ଦେଶରେ ବ୍ୟାପକ ହିଂସା ଘଟାଇଛନ୍ତି  ହାଦିଙ୍କ ସମର୍ଥକ। ବ୍ୟାପକ ଭଙ୍ଗାରୁଜା ସହ ହୋଇଛି ଜଳାପୋଡ଼ା । ହିଂସାକୁ ନିୟନ୍ତ୍ରଣ କରାଯାଇପାରୁନଥିବାବେଳେ  ଆନ୍ଦୋଳନକାରୀ ହିନ୍ଦୁଙ୍କୁ କରୁଛନ୍ତି ନିଶାଣ। ଭାରତୀୟ ଦୂତାବାସ ଉପରେ ମଧ୍ୟ ହୋଇଛି ଆକ୍ରମଣ   । ଏହାକୁ  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ-ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ଯ କରିଛନ୍ତି ନିନ୍ଦା । ବାଂଲାଦେଶରେ ଥିବା ହିନ୍ଦୁମାନେ ଏକତା ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି ମୋହନ ଭାଗବତ।

What's Your Reaction?

like

dislike

love

funny

angry

sad

wow