ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ

The state government has issued a formal notification for the creation of 24 new NACs (Notified Area Councils) and 5 new municipalities in the state. The new NACs will be Palalahada, Simulia, Sohela, Tihidi, Dhusuri, Salepur, Badamba, Narsinghpur, Gandia, Jagannathprasad, Patrapur, Narla, Jayapatna, Tangi, Borigumma, Betanati, Bangiriposi, Chitrada, Kaptipada, Rasagobindapur, Bisamkatak, Bamra, Rengali and Biramaharajpur. Similarly, the list of five new municipalities includes Boudhgarh in Boudh district; Bhanjanagar, Kabisuryanagar and Polasara in Ganjam district; and Karanjia in Mayurbhanj district. Earlier, a draft list regarding this had already been published.

Dec 23, 2025 - 12:36
 0  0
ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡମ୍ବା, ନରସିଂହପୁର, ଗନ୍ଦିଆଁ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଡି, ଚିତ୍ରଡା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲୀ, ବୀରମହାରାଜପୁର ହେବ ନୂଆ ଏନଏସି ।ସେହିପରି ୫ ନୂଆ ମ୍ୟୁନିସିପାଲଟି ତାଲିକାରେ ରହିଛି ବୌଦ୍ଧ ଜିଲାର ବୌଦ୍ଧଗଡ, ଗଞ୍ଜାମ ଜିଲାର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲାର କରଞ୍ଜିଆ। ପୂର୍ବରୁ ଏନେଇ ପ୍ରକାଶ ପାଇଥିଲା ଚିଠା ତାଲିକା। 

What's Your Reaction?

like

dislike

love

funny

angry

sad

wow