ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

Feb 20, 2026 - 16:36
 0  2
ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ହୋଇଛି ବର୍ଷା । ଭାରତୀୟ ପାଣିପାଗ ବିଭାଗର ସୂତନା ଅନୁଯାୟୀ, ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ହେବାର ରହିଛି ସମ୍ଭାବନା । ବିଶେଷକରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତର କିଛି ଉପରିଆ ସ୍ଥାନରେ କୁଆ ପଥର ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ତାର ପ୍ରଭାବ। ଆଜି ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆଣ୍ତାମାନ ନିକୋବର ଅଞ୍ଚଳରେ ବର୍ଷା ହେବାର ରହିଛି ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow