ଏଥର ଫିକା ପଡିବ ଗଣେଶ ପୂଜା

ଏଥର ଫିକା ପଡିବ ଗଣେଶ ପୂଜା । କାରଣ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ରହିଛି ବର୍ଷା ସମ୍ବାବନା । ତେବେ ଏହାରି ଭିତରେ ଗଣେଶ ପୂଜା ପଡୁଥିବାରୁ, ବର୍ଷାରେ ଗଣେଶ ପୂଜା ଭିଜିବ ବୋଲି କରାଯାଉଛି ଅନୁମାନ ।୯ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା ।
What's Your Reaction?






