ତେଲେଙ୍ଗାନାରେ ମାଓ ବିରୋଧି ଅଭିଯାନ, ୬ ନକ୍ସଲ ନିପାତ

Sep 5, 2024 - 12:37
 0  10
ତେଲେଙ୍ଗାନାରେ ମାଓ ବିରୋଧି ଅଭିଯାନ, ୬ ନକ୍ସଲ ନିପାତ

ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ନିହତ। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ କରିଥିଲେ ଏନ୍‌କାଉଣ୍ଟର। ମାଓବାଦୀମାନେ ମଧ୍ୟ କରିଥିଲେ ପାଲଟା ଗୁଳିଚାଳନା। ଫଳରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ। ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ଜାରି ରହିଛନ୍ତି ତଲାସି ଅଭିଯାନ।

What's Your Reaction?

like

dislike

love

funny

angry

sad

wow