ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ

ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ । ବୁଧବାରଠାରୁ ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ ରାତି ତାପମାତ୍ରା । ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଦୁଇ ଦିନ ପରେ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
What's Your Reaction?






