ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ

A cold wave continues to grip the state, and the cold conditions are expected to persist for another two weeks. The Regional Meteorological Centre has forecast light to moderate fog at some places in Sundargarh, Kandhamal, Kalahandi, and Koraput districts. In the last 24 hours, G. Udayagiri in Kandhamal district recorded the lowest temperature in the state at 3.1 degrees Celsius.

Dec 15, 2025 - 12:13
 0  15
ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ

ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ ।  ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି  ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ  ୩.୧ ଡିଗ୍ରି ରେକର୍ଡ ହୋଇଛି ରାଜ୍ୟର ସର୍ବନିମ୍ନ ତାପମାତ୍ରା ।

What's Your Reaction?

like

dislike

love

funny

angry

sad

wow