ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର

Odisha residents will no longer need to travel to Kolkata, Delhi, or Hyderabad for visa-related work. A Global Visa Application Centre will soon become operational in Bhubaneswar. Chief Minister Mohan Charan Majhi has approved the proposal. The centre will function at the Babasaheb Ambedkar Bus Terminal building in Baramunda, for which the state government will provide 3,000 square feet of space.

ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର

ଏଣିକି ଭିସା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବେନି ଓଡ଼ିଶାବାସୀ।। କାରଣ ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର।ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ କୋଠାରେ ଏହି ସେଣ୍ଟର ହେବ କାର୍ଯ୍ୟକ୍ଷମ । ଏଥିପାଇଁ ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର।