ଆଜି ମହାମାୟାଙ୍କ ମହା ନବମୀ

Oct 12, 2024 - 12:06
 0  2
ଆଜି ମହାମାୟାଙ୍କ ମହା ନବମୀ

ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଘଣ୍ଟ ଘଣ୍ଟା ,  ଶଙ୍ଖ ଧ୍ୱନି,ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠ ରେ ପ୍ରକମ୍ପିତ ହେଉଛି ପରିବେଶ।  ଅନ୍ୟପକ୍ଷରେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ କଟକ ସହର।। କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼।

What's Your Reaction?

like

dislike

love

funny

angry

sad

wow