ରାଜ୍ୟରେ କଲବଲ କରୁଛି ତାତି

Apr 16, 2026 - 16:06
 0  1
ରାଜ୍ୟରେ କଲବଲ କରୁଛି ତାତି

ରାଜ୍ୟରେ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ହେଉଛି ଗୁଳୁଗୁଳି । ଏଭଳି ସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ହିଟ୍‌ୱେଭ୍ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ଜାରି କରାଯାଇଛି ସତର୍କତା । ଉପକୂଳ ଓଡ଼ିଶାରେ ଖରାର ରହିବ ପ୍ରଭାବ । ତେବେ କିଛି ସ୍ଥାନରେ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା।

What's Your Reaction?

like

dislike

love

funny

angry

sad

wow