ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ

After four days, normal bus services resumed in the state today. Private buses are running in Bhubaneswar, Puri, Cuttack, Kendrapara, and Sambalpur. As a result, passengers are able to travel conveniently. The Drivers’ Federation had been staging a ‘steering wheel down’ protest since the 8th.

Jul 12, 2025 - 14:15
 0  1
ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ

୪ ଦିନ ପରେ ଆଜି ରାଜ୍ୟରେ ସ୍ବାଭାବିକ ହୋଇଛି ବସ୍ ଚଳାଚଳ।ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର ସବୁଠି ଗଡ଼ିଛି ଘରୋଇ ବସ୍। ଫଳରେ ସୁବିଧାରେ ଯାତାୟାତ କରିପାରୁଛନ୍ତି  ଯାତ୍ରୀ । ଗତ ୮ ତାରିଖରୁ  ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଥିଲା ଡ୍ରାଇଭର ମହାସଂଘ ।

What's Your Reaction?

like

dislike

love

funny

angry

sad

wow