ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ : ଅନୁଜ ଅଗ୍ନିହୋତ୍ରୀ ଟପ୍ପର

Mar 6, 2026 - 17:40
 0  2
ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ : ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ପ୍ରକାଶ ପାଇଛି ୨୦୨୫ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ଏଥିରେ ଚୟନ ହୋଇଛନ୍ତି ସମୁଦାୟ ୯୫୮ ଜଣ ପ୍ରାର୍ଥୀ । ଅନୁଜ ଅଗ୍ନିହୋତ୍ରୀ UPSC ୨୦୨୫ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ରାଜେଶ୍ବରୀ ସୁଭେ । ସେହିପରି ତୃତୀୟରେ ଅକାଂଶ ଧୂଲ୍ , ଚତୁର୍ଥରେ ଇଶାନ ଭଟ୍ଟନାଗର ଏବଂ ପଞ୍ଚମରେ ରହିଛନ୍ତି ଜିନିଆ ଅରୋରା ।ଚଳିତ ବର୍ଷ ମଧ୍ୟ ମହିଳା ପ୍ରାର୍ଥୀମାନେ କରିଛନ୍ତି ଭଲ ପ୍ରଦର୍ଶନ ।

What's Your Reaction?

like

dislike

love

funny

angry

sad

wow