ସୁଦାନରେ ଭୟଙ୍କର ଡ୍ରୋନ ଆକ୍ରମଣ, ୭୦ରୁ ମୃତ

Jan 26, 2025 - 17:14
 0  1
ସୁଦାନରେ ଭୟଙ୍କର ଡ୍ରୋନ ଆକ୍ରମଣ, ୭୦ରୁ ମୃତ

ସୁଦାନର ଦାଫୁର ଅଞ୍ଚଳରେ ଥିବା ଏକ ହାସପାତାଳରେ ହୋଇଛି ଭୟଙ୍କର ଡ୍ରୋନ ଆକ୍ରମଣ । ଫଳରେ  ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ଶତାଧିକ ଲୋକ । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବିଦ୍ରୋହୀ ସଂଗଠନ ଆରଏସଏଫ । ସୁଦାନର ଏହା ଏକମାତ୍ର ହାସପାତାଳ ଯେଉଁଠି ସୂଚାରୂ ଭାବେ ଚିକିତ୍ସା କରାଯାଏ ଏବଂ ଅଧିକାଂଶ ଲୋକ ଏହା ଉପରେ ନିର୍ଭରଶୀଳ । ଆକ୍ରମଣ ସମୟରେ ଶତାଧିକ ରୋଗୀ ଓ ସେମାନଙ୍କ ସର୍ମ୍ପକୀୟ ଉପସ୍ଥିତ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ରହିଛି ଆଶଙ୍କା  ।

What's Your Reaction?

like

dislike

love

funny

angry

sad

wow