ସେୟାର ବଜାରରେ ନୂଆ ଇତିହାସ ସୃଷ୍ଟି କଲା ନିଫ୍ଟି

ସେୟାର ବଜାରରେ ନୂଆ ଇତିହାସ ସୃଷ୍ଟି କଲା ନିଫ୍ଟି । ଗୁରୁବାର ଦିନ ସେୟାର ମାର୍କେଟ ଆରମ୍ଭରୁ କିଛି ମିନିଟ୍ ମଧ୍ୟରେ ୧୦୦ ପଏଣ୍ଟରୁ ଅଧିକ ସୂଚକାଙ୍କ ଛୁଇଁଛି ବିଏସଇ ସେନସେକ୍ସ | ଏହା ୧୭୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୫,୩୭୨.୧୭ ର ସର୍ବକାଳୀନ ଉଚ୍ଚ ସ୍ତରରେ କାରବାର କରିଥିବା ବେଳେ ବୁଧବାର ଦିନରେ ସେନସେକ୍ସ ୮୫,୧୬୯.୮୭7 ରେ ବନ୍ଦ ହୋଇଯାଇଥିଲା।ସେହିପରି, ନିଫ୍ଟି ସେୟାର ବଜାରରେ କାରବାର ଆରମ୍ଭରୁ ମାତ୍ର ପାଞ୍ଚ ମିନିଟ ପରେ ଏହା ୨୬,୦୫୭.୯୦ କୁ ସୂଚକାଙ୍କ ଛୁଇଁଛି | ପୂର୍ବ ବାଣିଜ୍ୟ ଦିନରେ ଏହା ଇତିହାସରେ ପ୍ରଥମ ଥର ପାଇଁ ୨୬ ହଜାରରୁ ଅଧିକ ଟଙ୍କା ପାର କରିଛି ।
What's Your Reaction?






