ସେୟାର ବଜାରରେ ଯୁଦ୍ଧ ସଙ୍କଟ
After the US attack on Iran, the impact of war is being seen in the stock market. As the market opened in the morning, Sensex dropped by 600 points and Nifty fell by 180 points. Not only in India, but the global markets are also witnessing the effects. Similarly, the energy market has also been affected, with crude oil prices rising by 2% per barrel.

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେୟାର ବଜାରରେ ଦେଖିବାକୁ ମିଳିଛି ଯୁଦ୍ଧର ପ୍ରଭାବ। ସକାଳୁ ବଜାର ଖୋଲିବା ପରେ ସେନସେକ୍ସ ୬୦୦ ପଏଣ୍ଟ ଖସିଥିବା ବଳେ ୧୮୦ ପଏଣ୍ଟ ଖସିଛି ନିଫ୍ଟି। କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ। ସେହିପରି ଶକ୍ତି ବଜାରରେ ମଧ୍ୟ ପ୍ରଭାବ ପଡିଥିବା ମିଳିଛି ସୂଚନା। ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି ଅଶୋଧିତ ତେଲ ଦର।
What's Your Reaction?






