ଏଣିକି ବିଦ୍ୟାଳୟ ପାଠ୍ୟକ୍ରମରେ ରହିବ ଯୋଗ
Yoga to be included in the school curriculum. For the physical, mental, and emotional well-being of children, yoga will be integrated into the school curriculum and public health programs. This initiative will help build a healthy, self-reliant, and capable India. The state government is taking steps in this direction, informed Chief Minister Mohan Charan Majhi.

ଏଣିକି ବିଦ୍ୟାଳୟ ପାଠ୍ୟକ୍ରମରେ ରହିବ ଯୋଗ।ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ କରାଯିବ ସାମିଲ । ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ହେବ ସହାୟକ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
What's Your Reaction?






