ଇତିହାସ ବଦଳାଇ ଦେବେ ଟ୍ରମ୍ପ:ବେଞ୍ଜାମିନ ନେତାନ୍ୟାହୁ
The U.S. has attacked Iran. At a time when Iran and Israel appear to be moving toward the brink of World War III, America launched strikes aimed at destroying Iran’s nuclear facilities. Following the attack, Israel’s Prime Minister Benjamin Netanyahu praised U.S. President Donald Trump with words like, “You will change history.” The U.S. allegedly hit three nuclear sites in Iran. In defense of his actions, President Trump claimed that “all three of Iran’s nuclear sites have been destroyed” by the strikes. Iran’s foreign minister responded that the country reserves the right to defend itself. As a result of the U.S. strikes, Israel has issued a nationwide high alert. According to reports, the American attack did not cause significant damage in Iran.

ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଗୋଟିଏ ପଟେ ଇରାନ ଓ ଇସ୍ରାଏଲ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଅଗ୍ରସର ହେଉଥିବାବେଳେ, ଆମେରିକା ମଧ୍ୟ ଇରାନର ପରମାଣୁ ଶକ୍ତିକୁ ନଷ୍ଟ କରିବା ପାଇଁ କରିଛି ଆକ୍ରମଣ । ଏହି ଆକ୍ରମଣ ପରେ ଆମେରିକା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଇତିହାସ ବଦଳାଇ ଦେବେ ଟ୍ରମ୍ପ ।ତେବେ ଇରାନର ୩ଟି ପରମାଣୁ ସ୍ଥଳ ଉପରେ ବୋମା ପକାଇଛି ଆମେରିକା । ଏହା ସହିତ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକାର ଏହି ଆକ୍ରମଣରେ ଧ୍ୱଂସ ପାଇଛି ଇରାନର ସମସ୍ତ ତିନୋଟି ପରମାଣୁ ସ୍ଥଳ ।ସେପଟେ ଆମେରିକାର ଆକ୍ରମଣକୁ ନେଇ ଇରାନ ବିଦେଶମନ୍ତ୍ରୀ କହିଛନ୍ତି ଯେ, ଇରାନର ନିଜ ରକ୍ଷାର ରହିଛି ଅଧିକାର । ଇରାନ ଦ୍ୱାରା ଆକ୍ରମଣ ବଢିବା ପରେ ଇସ୍ରାଏଲ ପୂରା ଦେଶରେ ଜାରି କରିଛି ଉଚ୍ଚ ସତର୍କତା । ଆମେରିକା ଇରାନ ଉପରେ ଯେଉଁ ଆକ୍ରମଣ କରିଛି ସେଥିରେ ଇରାନର ହୋଇନାହିଁ ବିଶେଷ କ୍ଷତି।
What's Your Reaction?






