ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Today, Shreekhetra (Puri) is abuzz with activity for Lord Jagannath’s Snana Yatra. In a grand procession called Dhadi Pahandi, the three deities have taken their place on the Snana Mandap (bathing platform). First to arrive was Chakraraj Sudarshan, followed by the elder brother Lord Balabhadra. Then came Goddess Subhadra, and finally, amidst cheers, chants, and the beating sun, arrived the Lord of the Universe and the pride of millions of Odias – Lord Jagannath himself. Despite the scorching heat and the massive crowd, the deities will cool their divine bodies with a ritualistic holy bath, marking a sacred moment of devotion.

Jun 11, 2025 - 11:33
 0  2
ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କରିଛନ୍ତି ତିନିଠାକୁର । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ  ଧାଡି ପହଣ୍ଡିରେ ଆସିଥିଲେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର। ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରାଦେବୀ । ଆଉ ଶେଷକୁ ଧାଡି ପହଣ୍ଡିରେ ଆସିଥିଲେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଜଗନ୍ନାଥ ।  ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ସ୍ନାନ କରି ଦେହକୁ ଶୀତଳ କରିବେଚତୁର୍ଦ୍ଧା ମୂର୍ତ୍ତି ।

 

What's Your Reaction?

like

dislike

love

funny

angry

sad

wow