ହରିୟାଣା ବିଧାନସଭା ନିର୍ବାଚନ : ଆମ ଆଦମୀ ପାର୍ଟି ପକ୍ଷରୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

Sep 11, 2024 - 11:42
 0  1
ହରିୟାଣା ବିଧାନସଭା ନିର୍ବାଚନ : ଆମ ଆଦମୀ ପାର୍ଟି ପକ୍ଷରୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଜାରି ହୋଇଛି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ରହିଛି ମୋଟ ୧୧ ଜଣଙ୍କ ନାଁ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବୀଣ ଗୁସାଖାନୀ। ଗଢି ସାମ୍ପଲା କିଲୋଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରବୀଣ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ପ୍ରବୀଣ ଘୁସକାନୀଙ୍କୁ ଟିକେଟ ଦେଇଛି ଆପ।ପୂର୍ବରୁ ଦୁଇଟି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି ଆପ । ପ୍ରଥମ ପ୍ରାର୍ଥୀ ତାଲିକାରେ ୨୦ ଜଣଙ୍କ ନାଁ ପ୍ରକାଶ ପାଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଥିଲା  ୯ ଜଣଙ୍କ ନାଁ।

What's Your Reaction?

like

dislike

love

funny

angry

sad

wow