ସୁଭଦ୍ରା ଯୋଜନାରେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

Sep 11, 2024 - 11:39
 0  1
ସୁଭଦ୍ରା ଯୋଜନାରେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ମହିଳାଙ୍କ ସଶକ୍ତୀକରଣ କରିବାକୁ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି ସରକାର। ଏଥିରେ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ ଦେବାକୁ ପଡିବ ନାହିଁ  କୌଣସି ଦେୟ। ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଅପଲୋଡ଼ିଂ ପାଇଁ ଦିଆଯାଉଛି ୧୫ ଟଙ୍କା। କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଫର୍ମ ଅପଲୋଡ ପାଇଁ ୫୦ ରୁ ୨୦୦ ଟଙ୍କା ମାଗୁଥିବା ହେଉଛି ଅଭିଯୋଗ। ଏଭଳି ହେଉଥିଲେ ତୁରନ୍ତ ଅଭିଯୋଗ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ। 

What's Your Reaction?

like

dislike

love

funny

angry

sad

wow