ବିଜେପିରେ ମିଶିବା ପରେ ରଘୁବରଙ୍କ ବଡ ବୟାନ
ରାଜ୍ୟପାଳ ପଦବୀକୁ ସମସ୍ତେ ଭାବନ୍ତି ଲାଟସାହେବ ପଦ। କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ଏହି ଚିନ୍ତାଧାରାକୁ ଭାଙ୍ଗିଲି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି । ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି,ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ। ରାଜନୀତିକୁ ଫେରିବା ପରେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ରଘୁବର ଦାସ । ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଶୁକ୍ରବାର ବିଧିବଦ୍ଧ ଭାବେ ସେ ପୁଣି ବିଜେପିରେ ହୋଇଥିଲେ ସାମିଲ।
What's Your Reaction?