ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ପୁଣି ମିଳିଲା ସମୟ
Chit fund victims have been given more time to claim their refunds. The deadline for refund claims has been extended till March 31. Earlier, the deadline was January 31, which has now been extended by the state government. The state government is providing financial assistance to around 8,000 to 10,000 small depositors. Affected investors can apply by submitting their chit fund victim certificate to the Revenue Inspector (RI). Depositors will receive their money within 15 days of submitting the application.
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ପୁଣି ମିଳିଲା ସମୟ।ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଟଙ୍କା ଫେରସ୍ତ ଅବଧି। ଜାନୁଆରୀ ୩୧ ତାରିଖ ଯାଏଁ ଥିବା ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ାଇଛନ୍ତି ରାଜ୍ୟ ସରକାର।୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ରାଜ୍ୟ ସରକାର ଦେଉଛନ୍ତି ଟଙ୍କା। ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ କରିପାରିବେ ଆବେଦନ। ଆବେଦନର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ ଜମାକାରୀ।
What's Your Reaction?