ଶିଶୁବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡ଼ି

Apr 4, 2026 - 16:38
 0  1
ଶିଶୁବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡ଼ି

ଶିଶୁବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡ଼ି।ଆଜି ଖଡ଼ିଛୁଆଁ ଉତ୍ସବରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଣିକି ଗୋଟିଏ ଛାତ ତଳେ ରହିବ ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା।ଏଥିସହ ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ହେବ ମଡେଲ୍ ସ୍କୁଲ୍ । ୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ , ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow