ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍

The Odisha government has prepared a clear roadmap to accelerate the state’s overall development. All departments have been directed to complete the recruitment process for 65,000 government posts by June. Chief Secretary Anu Garg has instructed all departmental secretaries to strictly implement the Chief Minister’s 15-point directive. She has also asked the departments to submit detailed reports outlining the action plans they have prepared to ensure effective implementation of the 15-point programme.

Jan 7, 2026 - 16:54
 0  9
ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍

ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ । ଜୁନ୍ ସୁଦ୍ଧା ୬୫ ହଜାର ସରକାରୀ ପଦବୀ ପୂରଣ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିବାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ସୂତ୍ରୀ ନିର୍ଦ୍ଦେଶ ପାଳନ ନେଇ ବିଭାଗୀୟ ସଚିବ କଣ ସବୁ ଯୋଜନା କରିଛନ୍ତି, ସେନେଇ ରିପୋର୍ଟ ଦେବାକୁ କହିଛନ୍ତି ଅନୁ ଗର୍ଗ ।

What's Your Reaction?

like

dislike

love

funny

angry

sad

wow