ପ୍ରଦୂଷଣ ପାଇଁ ଦ୍ୱୈତ୍ୱନଗରୀରେ ଲାଗିଲା କଟକଣା
After restrictions were imposed in Balasore yesterday due to rising pollution levels in the state, similar restrictions have now been enforced in the Twin City as well. Authorities have directed that all construction activities must remain suspended from 6 PM to 10 AM. In addition, a ban has been imposed on open burning of waste and the use of coal in roadside eateries (dhabas). These restrictions will remain in force for the next seven days. The information was shared by Forest and Environment Minister Ganesh Ram Singh Khuntia.
ରାଜ୍ୟରେ ପ୍ରଦୂଷଣ ମାତ୍ରା ବୃଦ୍ଧି ନେଇ କାଲି ବାଲେଶ୍ବର ପାଇଁ କଟକଣା ଜାରି କରାଯାଇଥିବା ବେଳେ ଆଜି ଦ୍ୱୈତ୍ୱନଗରୀରେ ମଧ୍ୟ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଏହାସହିତ ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ଲଗାଯାଇଛି ପ୍ରତିବନ୍ଧକ। ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା।ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।
What's Your Reaction?