ହିଟ୍ ଆଣ୍ଡ ରନ୍ ମାମଲାରେ ହୋଟେଲ ମାଲିକ ଗିରଫ

Sep 11, 2024 - 11:32
 0  5
ହିଟ୍ ଆଣ୍ଡ ରନ୍ ମାମଲାରେ ହୋଟେଲ ମାଲିକ ଗିରଫ

ବଲାଙ୍ଗୀର ହିଟ୍‌ ଆଣ୍ଡ ରନ୍ ମାମଲାରେ ସନ୍‌ ସାଇନ୍ ହୋଟେଲ ମାଲିକ ସୁଶୀଲ ସାହୁଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଗୋଟିଏ ପରିବାରର ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ବେଲପଡ଼ା ଥାନା ନୁନହାଣ୍ଡି ଗାଁର ସନ୍ ସାଇନ୍ ହୋଟେଲର ମାଲିକଙ୍କ ୱାଗନର କାର । ଏଥିରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ହାସପାତାଳରେ ହୋଇଛନ୍ତି ଭର୍ତି। ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ଚାପା ଉତ୍ତେଜନା। ହୋଟେଲ ମାଲିକ ଗାଡ଼ି ସିଖୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ମିଳିଛି ସୂଚନା। 

What's Your Reaction?

like

dislike

love

funny

angry

sad

wow