୬ ଲେନ ବିଶିଷ୍ଟ ହେବ ଭୁବନେଶ୍ବର-ପୁରୀ ଏନଏଚ ୩୧୬
୬ ଲେନ ବିଶିଷ୍ଟ ହେବ ଭୁବନେଶ୍ବର-ପୁରୀ ଏନଏଚ ୩୧୬ । ଏଥିସହ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ହେବ ୬ ଲେନ ବିଶିଷ୍ଟ। ୬ ଲେନ ରାସ୍ତା ସହ ୨ ପାର୍ଶ୍ୱରେ ରହିବ ୨ ଲେନ ସର୍ଭିସ ରୋଡ। ଏ ସଂପର୍କୀତ ପ୍ରସ୍ତାବ ମଞ୍ଜୁର ହୋଇଥିବା ଜଣାଇଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏନଏଚଏଆଇ ଆଞ୍ଚଳିକ ଅଫିସକୁ ପଠାଯାଇଛି ଚିଠି।
What's Your Reaction?