ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା ଟଙ୍କା

Sep 29, 2024 - 12:08
 0  6
ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା ଟଙ୍କା

ଅକ୍ଟୋବର ୯ ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା।  ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଏହି ସହାୟତା ରାଶି।ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ହିଁ ୯ତାରିଖରେ ପାଇବେ ଟଙ୍କା ।ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ  ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

What's Your Reaction?

like

dislike

love

funny

angry

sad

wow