ଅକ୍ଷୟ କୁମାର କରୋନା ପଜିଟିଭ୍

Jul 12, 2024 - 16:11
 0  3
ଅକ୍ଷୟ କୁମାର କରୋନା ପଜିଟିଭ୍

ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ମିଳିଛି ସୂଚନା । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି ।ଆଜି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ରିଲିଜ ହୋଇଛି । ସେପଟେ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ବଲିଉଡର ପାଖାପାଖି ସବୁ କଳାକାର ଯୋଗ ଦେଉଥିବା ବେଳେ ଅକ୍ଷୟ କୁମାର ଯୋଗ ଦେଇପାରି ନାହାଁନ୍ତି । 

What's Your Reaction?

like

dislike

love

funny

angry

sad

wow