ରାଜ୍ୟରେ ବର୍ଷା ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଶୀତ

Dec 21, 2024 - 11:52
 0  3
ରାଜ୍ୟରେ ବର୍ଷା ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଶୀତ

ଓଡିଶାରେ ଲଗାଣ ବର୍ଷା ଯୋଗୁ ବଢିଛି ଶୀତ। ଯାହାଫଳରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ୨୪ ଘଣ୍ଟା ପର୍ଯ୍ୟନ୍ତ ଅବପାତଟି ହେବ ଉତ୍ତରପୂର୍ବ ମୁହାଁ । ଏହାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ଏବଂ ପଶ୍ଚିମା-ଝଡ଼ର ଉପସ୍ଥିତି ଯୋଗୁ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ହେଉଛି ବର୍ଷା। କାଲି ଦିନ ସାରା ବର୍ଷା ହୋଇଥିଲେ ମଧ୍ୟ ଏହାର ତୁଳନାରେ ବର୍ଷାର ପ୍ରଭାବ ଆଜିଠାରୁ କମିବା ସହ ଧିରେ ଧିରେ ପାଗରେ ପରିବର୍ତ୍ତନ ଆସିବାର ରହିଛି ସମ୍ଭାବନା ।

 

What's Your Reaction?

like

dislike

love

funny

angry

sad

wow