ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Jul 27, 2024 - 11:13
 0  2
ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଗ୍ନିବୀରଙ୍କୁ ସବୁ ସମପୋଷାକ ସେବାରେ ନିଯୁକ୍ତି ପାଇଁ ଦିଆଯିବ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ । ସେହିପରି ସେନାବାହିନୀରେ ଭର୍ତ୍ତି ହୋଇ ନଥିଲେ ସେମାନଙ୍କ ପାଇଁ ବୟସ ସୀମା ୫ ବର୍ଷ ହୋଇଛି କୋହଳ । ପୂର୍ବରୁ ଦେଶର ବିଜେପି ଶାସିତ ରାଜ୍ୟ ଅଗ୍ନିବୀରଙ୍କ ପାଇଁ ଘୋଷଣା କରିଥିଲା  ସଂରକ୍ଷଣ । ମୋଦୀଙ୍କ ତୃତୀୟ ପାଳି ସରକାରରେ ଏପରି ସଂରକ୍ଷଣ ଦେଉଛନ୍ତି ବିଭିନ୍ନ ରାଜ୍ୟର ବିଜେପି ସରକାର ।

What's Your Reaction?

like

dislike

love

funny

angry

sad

wow