ଆଗକୁ ପ୍ରବଳ ଖରା ଗରମରେ ଶିଝିବ ସାରା ଓଡ଼ିଶା

Mar 1, 2026 - 15:10
 0  0
ଆଗକୁ ପ୍ରବଳ ଖରା ଗରମରେ ଶିଝିବ ସାରା ଓଡ଼ିଶା

ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ୩୬ ଡିଗ୍ରୀ ଟପିଛି ତାପମାତ୍ରା । ଆଗକୁ ପ୍ରବଳ ଖରା ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ଅନୁଭୂତ। ଏନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବ ବୋଲି କରାଯାଇଛି ଆକଳନ । 

What's Your Reaction?

like

dislike

love

funny

angry

sad

wow