ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

Jul 26, 2024 - 13:53
 0  4
ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ। ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧର ବିଜୟକୁ ପୂରିଛି ୨୫ ବର୍ଷ  । ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଏହି ଅବସରରେ ଆଜି ଲଦାଖରେ  ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଆର୍ମି ମୁଖ୍ୟ ଜେଲେନରାଲ ଉପେନ୍ଦ୍ର ଦ୍ବିବେଦୀ। ଏହାପରେ କାର୍‌ଗିଲ୍‌ରୁ ପାକିସ୍ତାନକୁ ଚେତାବନୀ ଦେଇଛନୱ୍ତି ପ୍ରଧାନମନ୍ତ୍ରୀ ମୋଦି ।

 

What's Your Reaction?

like

dislike

love

funny

angry

sad

wow