ଆଜି ବି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ
![ଆଜି ବି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ](https://kalingascroll.in/uploads/images/202408/image_870x_66bca153c7dad.jpg)
ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଳୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସର୍ବୋଚ୍ଚଅଦାଲତ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜଲ ଭୁୟାଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ଏ ନେଇ ପ୍ରକାଶ କରିଛନ୍ତି ରାୟ । ସିବିଆଇ ଦ୍ବାରା ହୋଇଥିବା ଗିରଫକୁ ଆହ୍ୱାନ କରି ଜାମିନ ଆବେଦନ କରିଥିଲେ କେଜ୍ରିୱାଲ୍ । ଏବେ ଅନ୍ତରୀଣ ଜାମିନ ମିଳିପାରିବ ନାହିଁ ବୋଲି ଦର୍ଶାଇ ଅଗଷ୍ଟ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଅଦାଲତ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)