ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର

ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର। କାରଣ ଗୋଲକିପର ଶ୍ରୀଜେଶ ହକିରୁ ବିଦାୟ ନେବା ପରେ ତାଙ୍କ ଜର୍ସିକୁ ସ୍ମରଣୀୟ କରିବା ପାଇଁ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଶେଷ ଥର ପାଇଁ ମ୍ୟାଚ ଖେଳି ବ୍ରୋଂଜ ପଦକ ହାତେଇଛନ୍ତି ଶ୍ରୀଜେଶ ।
What's Your Reaction?






