ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ
ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ ।ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ ତମାଖୁ ମୁକ୍ତ ଶୈଶବ’ । ଏହାର ଅର୍ଥ ଶିଶୁଙ୍କୁ ତମାଖୁଠୁ ଦୂରେଇ ରଖିବା । ତମାଖୁ ସେବନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ମାତ୍ରାରେ ପ୍ରଭାବିତ ହେଉଛି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ଅଗ୍ରଗତି । ହୃଦରୋଗ ସହ ମଧୁମେୟ, ମସ୍ତିଷ୍କଘାତ, ଶ୍ୱାସଜନିତ ରୋଗ ଭଳି ଅନେକ ରୋଗ ମଧ୍ଯ ସୃଷ୍ଠି କରୁଛି ତମାଖୁ । । ଦିନକୁ ଦିନ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢୁଥିବାରୁ ଏହା ବିରୋଧରେ ରାଜ୍ୟବ୍ୟାପି ସଚେତନତା ଅଭିଯାନ ଚଳାଇଛନ୍ତି ମହମଦ ଇମ୍ରାନ ଅଲି ।
What's Your Reaction?