ଆଜି ରଜ ସଂକ୍ରାନ୍ତି
ଆଜି ହେଉଛି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ ।ଗାଁଠୁୁ ସହର ସବୁଠୁି ହେଖିବାକୁ ମିଳୁଛି ଉତ୍ସବର ମାହୋଲ। । ବିଭିନ୍ନ ସ୍ଥାନରେ ରଜଗୀତର ତାଳେତାଳେ ଦୋଳି ଖେଳୁଛନ୍ତି ଝିଅ ବୋହୂ । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ କରାଯାଉଛି ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ଜମିଛି ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଆସର ।
What's Your Reaction?