ବୋମା ନିଷ୍କ୍ରିୟ କଲାବେଳେ ବିସ୍ଫୋରଣ,ହାବିଲଦାରଙ୍କ ମୃତ୍ୟୁ

Jun 14, 2024 - 15:13
 0  4
ବୋମା ନିଷ୍କ୍ରିୟ କଲାବେଳେ ବିସ୍ଫୋରଣ,ହାବିଲଦାରଙ୍କ ମୃତ୍ୟୁ

କଟକରେ ବୋମା ନିଷ୍କ୍ରିୟ କରିବାବେଳେ ଘଟିଛି ବିସ୍ଫୋରଣ । ଏଥରେ ଜଣେ ପୋଲିସ କର୍ମଚାରୀଙ୍କ ହୋଇଛି ମୃତ୍ଯୁ । ମୃତ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ କଟକରେ ହାବିଲଦାର ଭାବେ ଥିଲେ କାର୍ଯ୍ୟରତ ।ଏନେଇ ସୂଚନା ଦେଇଛନ୍ତି  କଟକ ସଦର ଏଡିସିପି। ଗୋପାଳପୁର ସୁଭଦ୍ରାପୁର ଘାଟରେ କମିଶନରେଟ ପୋଲିସ ପକ୍ଷରୁ ବାଣ ନଷ୍ଟ କରାଯାଉଥିବାବେଳେ ଘଟିଥିଲା ବିସ୍ଫୋରଣ ।

What's Your Reaction?

like

dislike

love

funny

angry

sad

wow