ଆଜି ସୁନା ମୂଲ୍ୟରେ ଘଟିଛି ବଡ଼ ପରିବର୍ତ୍ତନ

ଆଜି ସୁନା ମୂଲ୍ୟରେ ଘଟିଛି ବଡ଼ ପରିବର୍ତ୍ତନ

ଆଜି ସୁନା ମୂଲ୍ୟରେ ଘଟିଛି ବଡ଼ ପରିବର୍ତ୍ତନ । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୦୦୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୬ ହଜାର ୦୦୦ ଟଙ୍କା ।ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୬୯୦ ହୋଇଛି।ଅନ୍ୟପଟେକେଜି ପ୍ରତି ୮୭, ୨୦୦ ଟଙ୍କା ହୋଇଛି  ରୂପା ଦର ।