ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ବି ଗୁରୁତର

A female student of Fakir Mohan College in Balasore, who allegedly attempted self-immolation due to sexual harassment and mental torture by a teacher, is currently fighting for her life at AIIMS Bhubaneswar. According to AIIMS Director Ashutosh Biswas, her condition remains critical. She will be under observation for the next 48 hours. Reports state that 95% of her body is burned, with severe damage to parts of the respiratory tract and kidneys.

Jul 13, 2025 - 12:57
 0  9
ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ବି ଗୁରୁତର

ଭୁବନେଶ୍ଵର ଏମ୍ସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ   । ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ  । ଛାତ୍ରୀ ଜଣଙ୍କ ଆହୁରି ୪୮ ଘଣ୍ଟା ରହିବେ ପର୍ଯ୍ୟବେକ୍ଷଣରେ ।  ୯୫ ପ୍ରତିଶତ  ପୋଡ଼ି ଯାଇଛି ତାଙ୍କ ଶରୀର । ଶ୍ୱାସନଳୀର କିଛି ଅଂଶ ଏବଂ ବୃକକ ମଧ୍ଯ ବିଶେଷ ଭାବରେ ହୋଇଛି ପ୍ରଭାବିତ । ଅଭିଯୋଗ ରହିଛି ଯେ, ଜଣେ ଶିକ୍ଷକଙ୍କ ଦ୍ୱାରା ଯୌନ ର୍ନିଯାତନା ଓ ମାନସିକ ଉତ୍ପୀଡ଼ନ ଯୋଗୁଁ  ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଛାତ୍ରୀ। 

What's Your Reaction?

like

dislike

love

funny

angry

sad

wow