ଆମେରିକାରେ ମାତୁଛି ଟ୍ରିପଲ ଇ’ ଭାଇରସ୍

ଆମେରିକାରେ ମଶା କାମୁଡ଼ାରୁ ବ୍ୟାପୁଛି ଏକ ନୂଆ ରୋଗ। ଯାହାକୁ କୁହାଯାଉଛି‘ଟ୍ରିପଲ-ଇ’ ବା ‘ଇଷ୍ଟର୍ଣ୍ଣ ଇକ୍ବାଇନ ଏନସେଫାଲାଇଟିସ’ । ଚଳିତ ବର୍ଷ ଏହି ଟ୍ରିପଲ-ଇ ଭୂତାଣୁ ବ୍ୟାପୀବାରୁ ଆମେରିକାରେ ଜଣଙ୍କର ହୋଇଛି ମୃତ୍ୟୁ। ଏପର୍ୟ୍ୟନ୍ତ ଚିହ୍ନଟ ହୋଇଛି ୫ଟି ମାମଲା। ସଂକ୍ରମିତ ଅଞ୍ଚଳ ନ୍ୟୁ ହେମ୍ପସାୟର, ମେସାଚ୍ୟୁସେଟ୍ସ ଓ ଏହାର ଆଖପାଖ ଅଞ୍ଚଳରେ ଜାରି କରାଯାଇଛି ସତର୍କତା। ସନ୍ଧ୍ୟା ୬ଟା ପରେ ବାହାରକୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛି ପ୍ରଶାସନ।
What's Your Reaction?






