ଓଡିଶାରେ ପ୍ରତିଷ୍ଠା ହେବନାହିଁ ଉଚ୍ଚନ୍ୟାୟଳୟ ବେଞ୍ଚ

Sep 2, 2024 - 14:58
Sep 2, 2024 - 17:34
 0  9
 ଓଡିଶାରେ ପ୍ରତିଷ୍ଠା ହେବନାହିଁ ଉଚ୍ଚନ୍ୟାୟଳୟ ବେଞ୍ଚ

 ଓଡିଶାରେ ପ୍ରତିଷ୍ଠା ହେବନାହିଁ ଉଚ୍ଚନ୍ୟାୟଳୟ ବେଞ୍ଚ। ଏ ନେଇ ଆଜି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସର୍ବୋଚ୍ଚଅଦାଲତଙ୍କ ରାୟ ଅନୁସାରେ ଓଡିଶାର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବାର ନାହିଁ  କୌଣସି ଯଥାର୍ଥତା ।ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ବଳବତ୍ତର ରହିଛି ଉଚ୍ଚନ୍ୟାୟଳୟ ବେଞ୍ଚ ପ୍ରତିଷ୍ଠା ଦାବି। ଲୋକସଂଖ୍ଯା ଓ ମାମଲା ବଢୁଛି। ଉତ୍ତରପ୍ରଦେଶରେ ୩ଟି ବେଞ୍ଚ ଥିବାବେଳେ ଓଡ଼ିଶାରେ କାହିଁକି ଉଚ୍ଚନ୍ୟାୟଳୟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବନି ବୋଲି ସେ କରିଛନ୍ତି ପ୍ରଶ୍ନ।

What's Your Reaction?

like

dislike

love

funny

angry

sad

wow