ଖୁବ ଶୀଘ୍ର ମିଳବ ଚିଟ୍ଫଣ୍ଡ ଟଙ୍କା
ଖୁବ ଶୀଘ୍ର ମିଳବ ଚିଟ୍ଫଣ୍ଡ ଟଙ୍କା। ଏନେଇ ଆଜି ପ୍ରେସମିଟ୍ କରି ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ ଆହୁରି କହିଛନ୍ତି ଯେ,ମୋହନ ସରକାରଙ୍କୁ ଆସନ୍ତା କାଲି ପୂରିବାକୁ ଯାଉଛି ୧୦୦ଦିନ । ବହୁତ ଶୀଘ୍ର ଟଙ୍କା ଫେରିପାଇବେ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ। ଟଙ୍କା ଫେରସ୍ତ ନେଇ ଆରମ୍ଭ ହୋଇଛି ସମସ୍ତ ପ୍ରକ୍ରିୟା।
Jangyaseni Parida