ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ୱାନ ନେସନ ୱାନ ଇଲେକ୍ସନ ତଥା ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ମଞ୍ଜୁରୀ । ମାର୍ଚ୍ଚ ମାସରେ ଗୋଟିଏ ଜାତି ଏକ ନିର୍ବାଚନର ସମ୍ଭାବନା ଉପରେ ରିପୋର୍ଟ ଦାଖଲ କରିଥିଲା ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ।ସଂସଦର ଆଗାମୀ ଶୀତ ଅଧିବେଶନରେ ଏହି ବିଲ ଆଣିବେ ସରକାର । ବିଲ ଆସିଲେ ଦେଶରେ ହେବ ଏକକ ନିର୍ବାଚନ ।
What's Your Reaction?






