ଆସନ୍ତା କାଲି ପୋଲାଭରମ୍ ଗସ୍ତରେ ଯିବ ବିଜେଡି ଦଳ

Aug 6, 2024 - 16:16
 0  4
ଆସନ୍ତା କାଲି ପୋଲାଭରମ୍ ଗସ୍ତରେ ଯିବ ବିଜେଡି ଦଳ

ପୋଲାଭରମ କ୍ଷତିଗସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ ।  ଏହି ଦଳ ଗଠନ କରିଛନ୍ତି ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ । ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଦଳରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର  ଓ ସ୍ଥାନୀୟ ଅଂଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ନବୀନଙ୍କୁ ରିପୋର୍ଟ ଦେବେ ଏହି ଦଳ।

What's Your Reaction?

like

dislike

love

funny

angry

sad

wow