ଆସନ୍ତା ୧୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
President Droupadi Murmu will arrive in Odisha on a two-day visit starting June 14. According to reports, she will attend the convocation ceremony of AIIMS Bhubaneswar on the 14th. On June 15, she is scheduled to participate in various programs in Cuttack. During her visit to Cuttack, she will also attend the convocation of Ravenshaw University and take part in a foundation stone-laying ceremony.

ଆସନ୍ତା ୧୪ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁସାରେ, ୧୪ରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ । ଏହାସହ ୧୫ ତାରିଖରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ଗସ୍ତ ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ଯ ହେବେ ସାମିଲ୍ ।ଏହାସହ ଶିଳାନ୍ୟାସ କରିବାର ମଧ୍ଯ ରହିଛି କାର୍ଯ୍ୟକ୍ରମ ।
What's Your Reaction?






