ତେଲେଙ୍ଗାନା ବିସ୍ଫୋରଣ ଘଟଣା: ୩୫ ଜଣଙ୍କ ମୃତ୍ୟୁ
On Monday, a massive explosion occurred at Sigachi Industries, a chemical factory in the Pasamailaram industrial area of Sangareddy district, Telangana. So far, 35 people have been confirmed dead, and many others injured. The death toll is feared to rise further. Rescue operations are still ongoing. It is suspected that a chemical reaction inside the factory’s reactor triggered the explosion.
ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲା ପଶାମାଇଲାରାମ ଶିଳ୍ପାଞ୍ଚଳରେ ସିଗାଚି ଇଣ୍ଡଷ୍ଟ୍ରିଜ୍ ନାମକ ଏକ ରାସାୟନିକ କାରଖାନାରେ ଘଟିଥିଲା ଭୟଙ୍କର ବିସ୍ଫୋରଣ , ଯେଉଁଥିରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ହୋଇଛନ୍ତି ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର କରାଯାଉଛି ଆଶଙ୍କା । ଏପର୍ଯ୍ୟନ୍ତ ଜାରି ରହିଛି” ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ। ତେବେ କରାଖାନର ରିଆକ୍ଟର ଭିତରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି ବିସ୍ଫୋରଣ ଘଟିଥିବା କରାଯାଉଛି ସନ୍ଦେହ ।
Jangyaseni Parida