ତେଲେଙ୍ଗାନା ବିସ୍ଫୋରଣ : ୪ ଓଡିଆ ମୃତ
Four Odia workers lost their lives in a gas tank explosion at Sigachi Pharmaceuticals in Telangana’s Sangareddy district. The deceased have been identified as Jaganmohan from Ganjam, Lagnajit Duari from Tigiria, Manoj Raut from Balasore, and Dolagobinda Sahu from Jajpur. Additionally, four other Odia workers were injured, with one in critical condition admitted to the ICU. This information was confirmed by Odisha Family Directorate OSD Preetish Panda. So far, 36 people have been reported dead in the incident, with several workers still missing.

ତେଲେଙ୍ଗାନାର ସିଗାଚି ଫାର୍ମାସିଟିକାଲ କମ୍ପାନୀରେ ଗ୍ୟାସ ଟାଙ୍କି ଫାଟିବା ଘଟଣାରେ ୪ ଜଣ ଓଡ଼ିଆଙ୍କ ହୋଇଛି ମୃତ୍ୟୁ । ମୃତକ ହେଉଛନ୍ତି ଗଞ୍ଜାମର ଜଗନମୋହନ, ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ ।ସେହିପରି ଏହି ଦୁର୍ଘଟଣାରେ ୪ ଓଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବାରୁ ଆଇସିୟୁରେ ହୋଇଛନ୍ତି ଭର୍ତ୍ତି ।ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡା।ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ନିଖୋଜ ରହିଛନ୍ତି ଅନେକ ଶ୍ରମିକ।
What's Your Reaction?






