ଇସ୍ରୋର ନୂଆ ଅଧ୍ୟକ୍ଷ ଭି. ନାରାୟଣନ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ ହେବେ ଡକ୍ଟର ଭି ନାରାୟଣନ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବରେ ତାଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଗ୍ରହଣ କରିବେ ଦାୟିତ୍ୱ । ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ନାରାୟଣନ ବର୍ତ୍ତମାନ ଏଲ୍ପିଏସ୍ସି ର ଅଛନ୍ତି ଅଧ୍ୟକ୍ଷ ।ତାଙ୍କ ପାଖରେ ରହିଛି ପ୍ରାୟ ୪ ଦଶନ୍ଧିର ଅଭିଜ୍ଞତା ।
What's Your Reaction?